Jump to content

ପକେଇ ରଖିବା

ଉଇକିଅଭିଧାନ‌ରୁ

ପକେଇ ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ପଦାର୍ଥକୁ ସ୍ଥାନାନ୍ତରିତ ବା ବ୍ୟବହାର ନ କରି ଏକସ୍ଥାନରେ ପଡ଼ି ରହିବାର ଉପାୟ କରିବା

(ଯଥା—ମୂର୍ଦ୍ଦାରକୁ ଗାଆଁବାଲାମାନେ ୩ଦିନ ପକେଇ ରଖିଲେ ହତିଆରକୁ ବ୍ୟବାହାର ନ କରି ପକେଇ ରଖିଲେ କଳଙ୍କି ହୋଇଯାଏ)

୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟକୁ ଶୀଘ୍ର ଶେଷ ନ କରିବା