ପକେଇ ରଖିବା

ଉଇକିଅଭିଧାନ‌ରୁ

ପକେଇ ରଖିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. କୌଣସି ପଦାର୍ଥକୁ ସ୍ଥାନାନ୍ତରିତ ବା ବ୍ୟବହାର ନ କରି ଏକସ୍ଥାନରେ ପଡ଼ି ରହିବାର ଉପାୟ କରିବା

(ଯଥା—ମୂର୍ଦ୍ଦାରକୁ ଗାଆଁବାଲାମାନେ ୩ଦିନ ପକେଇ ରଖିଲେ ହତିଆରକୁ ବ୍ୟବାହାର ନ କରି ପକେଇ ରଖିଲେ କଳଙ୍କି ହୋଇଯାଏ)

୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟକୁ ଶୀଘ୍ର ଶେଷ ନ କରିବା