ଫର ଫରା
ସାମାନ୍ୟ ବର୍ଷା; ଲିଫି ଲିଫି — A light shower; drizzle.
ଆଠ ଦୁମୁକାଣି ଷୋଳ ଅସରା ବତିସି ଫରଫରା ଚଉଷଠି କୁଣ୍ଡାଝରା ତେବେ ଯାଇ ଚଷାର ପେଟ ହୁଏ ପୁରା କୃଷିବଚନ