ଫର ଫରା
ଦେଖଣା
ଫର ଫରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫର ଫରା
|
ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)
[ସମ୍ପାଦନା]ସାମାନ୍ୟ ବର୍ଷା; ଲିଫି ଲିଫି — A light shower; drizzle.
ଆଠ ଦୁମୁକାଣି ଷୋଳ ଅସରା ବତିସି ଫରଫରା ଚଉଷଠି କୁଣ୍ଡାଝରା ତେବେ ଯାଇ ଚଷାର ପେଟ ହୁଏ ପୁରା କୃଷିବଚନ