Jump to content

ଫର ଫରା

ଉଇକିଅଭିଧାନ‌ରୁ

ଫର ଫରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ସାମାନ୍ୟ ବର୍ଷା; ଲିଫି ଲିଫି — A light shower; drizzle.

ଆଠ ଦୁମୁକାଣି ଷୋଳ ଅସରା ବତିସି ଫରଫରା ଚଉଷଠି କୁଣ୍ଡାଝରା ତେବେ ଯାଇ ଚଷାର ପେଟ ହୁଏ ପୁରା କୃଷିବଚନ