ଫଲ୍ଗୁନ
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଅର୍ଜୁନ (ହିନ୍ଦୀ - ଶ) — ୧. A name of Arjuna.
- ୨. ଫାଲ୍ଗୁନ ମାସ (ହିନ୍ଦୀ - ଶ) —୨. The month of Phālguna.
ସଂସ୍କୃତ - ବିଶେଷଣ - (ଫଲ୍ଗୁନୀ+ଅ)[ସମ୍ପାଦନା]
ଫାଲ୍ଗୁନୀ ନକ୍ଷତ୍ର ସମ୍ୱନ୍ଧୀ (ହିନ୍ଦୀ - ଶ) — Relating to the ୧୧th and ୧୨th asterisms.