Jump to content

ବଇଠକି

ଉଇକିଅଭିଧାନ‌ରୁ

ବଇଠକି

ଉଚ୍ଚାରଣ

[ସମ୍ପାଦନା]

(ବୈଠକି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୀପାଧାର; ଦୀପରୁଖା; ପିଲିସଜ — ୧. Lampstand.
୨. ଏକପ୍ରକାର ବ୍ୟାୟାମ; ଝୁଲୁଥିବା ଗୋଟିଏ ଦଉଡ଼ାକୁ ଦୁଇହାତରେ ମୁଠାଇ ଧରି ଉଠିବା ଓ ବସିବା ରୂପ ବ୍ୟାୟାମ —୨. Squat; a kind of athletic exercise.
୩. ବଇଠକ (ଦେଖ) - —୩. Baiṭhaka (See)