ବଇଠକି
ବଇଠକି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବୈଠକି—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଦୀପାଧାର; ଦୀପରୁଖା; ପିଲିସଜ — ୧. Lampstand.
- ୨. ଏକପ୍ରକାର ବ୍ୟାୟାମ; ଝୁଲୁଥିବା ଗୋଟିଏ ଦଉଡ଼ାକୁ ଦୁଇହାତରେ ମୁଠାଇ ଧରି ଉଠିବା ଓ ବସିବା ରୂପ ବ୍ୟାୟାମ —୨. Squat; a kind of athletic exercise.
- ୩. ବଇଠକ (ଦେଖ) - —୩. Baiṭhaka (See)