ଭକ୍ଷ
ଦେଖଣା
ଭକ୍ଷ
ଉଚ୍ଚାରଣ
[ସମ୍ପାଦନା](ଅଭକ୍ଷ—ବିପରୀତ)
ସଂସ୍କୃତ - ବିଶେଷଣ - (ଭକ୍ଷ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଆହାର୍ଯ୍ୟ; ଆହାରୀୟ; ଭକ୍ଷ୍ୟ —୧. To be eaten; eatable.
- ୨. ଯାହା ଖାଇବାର ଉଚିତ —୨. Fit to be taken.
ବିଶେଷ୍ୟ -
[ସମ୍ପାଦନା]- ୧. ଖାଦ୍ୟଦ୍ରବ୍ୟ —୧. Food.
[ଉ— ଭକ୍ଷ ଦେଲା ବିହି ମୋ ପୁତ୍ର ପନ୍ନଗକକୁ—କୃଷ୍ଣସିଂହ. ମହା— ଭାରତ. ବନ]
- ୨. ଯେଉଁ ଖାଦ୍ୟ ଖାଇବାର ଯୋଗ୍ୟ ବା ଉଚିତ —୨. Fit or proper food.
- ୩. (+ ଭାବ. ଅ) ଭୋଜନ —୩. Eating; taking meal.
[ଉ—ରାମ ସଙ୍ଗେ ଅସୁରୀ ବହୁ ସମର କରି ମୁନିଙ୍କ କରୁଥିଲା ଭକ୍ଷ—ବିଚିତ୍ର. ରାମାୟଣ]