ଭକ୍ଷ

ଉଇକିଅଭିଧାନ‌ରୁ

ଭକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଅଭକ୍ଷ—ବିପରୀତ)

ସଂସ୍କୃତ - ବିଶେଷଣ - (ଭକ୍ଷ୍ ଧାତୁ+କର୍ମ. ଅ)[ସମ୍ପାଦନା]

୧. ଆହାର୍ଯ୍ୟ; ଆହାରୀୟ; ଭକ୍ଷ୍ୟ —୧. To be eaten; eatable.
୨. ଯାହା ଖାଇବାର ଉଚିତ —୨. Fit to be taken.

ବିଶେଷ୍ୟ -[ସମ୍ପାଦନା]

୧. ଖାଦ୍ୟଦ୍ରବ୍ୟ —୧. Food.

[ଉ— ଭକ୍ଷ ଦେଲା ବିହି ମୋ ପୁତ୍ର ପନ୍ନଗକକୁ—କୃଷ୍ଣସିଂହ. ମହା— ଭାରତ. ବନ]

୨. ଯେଉଁ ଖାଦ୍ୟ ଖାଇବାର ଯୋଗ୍ୟ ବା ଉଚିତ —୨. Fit or proper food.
୩. (+ ଭାବ. ଅ) ଭୋଜନ —୩. Eating; taking meal.

[ଉ—ରାମ ସଙ୍ଗେ ଅସୁରୀ ବହୁ ସମର କରି ମୁନିଙ୍କ କରୁଥିଲା ଭକ୍ଷ—ବିଚିତ୍ର. ରାମାୟଣ]