ଭଙ୍ଗାଣିଆ
ଭଙ୍ଗାଣିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଭଙ୍ଗାଣିଆ
|
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ.ବଂ ଭାଗାନୀ)[ସମ୍ପାଦନା]
- ୧. ଟଙ୍କା ଆଦିର ଖୁଚୁରା; ଟଙ୍କା ଆଦି ବେଶି ମୂଲ୍ୟର ମୁଦ୍ରାକୁ ଅଳ୍ପ ମୂଲ୍ୟର ବହୁ ମୁଦ୍ରାରେ ପରି ବର୍ତ୍ତନ —୧. Change of currency of higher value into coins of lower value.
- ୨. ବେଶି ମୂଲ୍ୟର ମୁଦ୍ର ବିନିମୟରେ ପ୍ରାପ୍ତ ଅଳ୍ପ ମୂଲ୍ୟର ମୁଦ୍ରାମାନ; ଖୁଚୁରା —୨. Smaller coins received in exchenge for coins of higher value.
ଦେଶଜ - ବିଶେଷଣ -[ସମ୍ପାଦନା]
ଯାହା ଭାଙ୍ଗେ — Breaking; causing rupture.
(ଯଥା—ମନ— ଭଙ୍ଗାଣିଆ କଥା; ଘରଭଙ୍ଗାଣିଆ ଲୋକ)