ମଅଣ
ମଅଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]
- ୧. ମଣ (ଦେଖ) - —୧. Maṇa (See)
- ୨. ମହଣ (ଦେଖ) - —୨. Mahaṇa (See)
ମଅଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ମଅଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦନ)[ସମ୍ପାଦନା]
- ୧. ଏକ ପ୍ରକାର କଣ୍ଟାକୀ କ୍ଷୁପ —୧. A medicinal bushy plant; the Bushy Gaṟḍ̠enia; Randia Dumetroum.
[ଦ୍ରଷ୍ଟବ୍ୟ —ଏହା ଆଛୁଆଦି ବର୍ଗର ବନ୍ୟ କ୍ଷୁପ ଶୁଖିଲା ପଡ଼ିଆରେ ଏହି ଗଛ ଉଠେ ଗଛରେ ସିଧା ସିଧାଲମ୍ୱ କଣ୍ଟା ଥାଏ ଏହାର ଫୁଲ ଛୋଟ, ଧଳା ଓ ପଞ୍ଚଦଳ ବିଶିଷ୍ଟ; ଫଳ ପିଣ୍ଡାକାର ଫୁଲ ଓ ଫଳ ଔଷଧରେ ବ୍ୟବହୃତ ହୁଏ; ଏହା ବିଦ୍ରଧି, ବ୍ରଣ, କୁଷ୍ଠ, କଫ, ଆନାହ, ଶୋଥ ଓ ଗୁଳ୍ମ ବ୍ରଣ ନାଶକ]
- ୨. ଏକ ଜାତୀୟ ବଡ଼ ବନ୍ୟ ଗଛ; ମହା ପିଣ୍ଡୀତକ —Randia Longispina.