ମଉଜା
ଦେଖଣା
ମଉଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (କଚିରିଆ) (ଆରବୀ - ମୌଜା)— ରାଜସ୍ୱ ଆଦାୟରଦ୍ୱାରା ନିମନ୍ତେ ଗୃହ ସମୂହର ବା ଭୂମି ସମୁହର ସମଷ୍ଟିଦ୍ୱାରା ଗଠିତ ଗ୍ରାମ —୧. A village, being the unit of some houses or plots, fixed for revenue purposes.
[ଦ୍ରଷ୍ଟବ୍ୟ — ଏଥିର ସାଙ୍କେତିକ ମୌ]
- ୨. (ଫାରାସୀ - ମୋଜହ୍) ମୋଜା; ଗୋଡ଼ ମୁଣା —୨. Stocking.
- ୩. (ଫାରାସୀ - ମୌଜ୍) ଢେଉ —୩. Wave.