Jump to content

ମଉଜା

ଉଇକିଅଭିଧାନ‌ରୁ

ମଉଜା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (କଚିରିଆ) (ଆରବୀ - ମୌଜା)— ରାଜସ୍ୱ ଆଦାୟରଦ୍ୱାରା ନିମନ୍ତେ ଗୃହ ସମୂହର ବା ଭୂମି ସମୁହର ସମଷ୍ଟିଦ୍ୱାରା ଗଠିତ ଗ୍ରାମ —୧. A village, being the unit of some houses or plots, fixed for revenue purposes.

[ଦ୍ରଷ୍ଟବ୍ୟ — ଏଥିର ସାଙ୍କେତିକ ମୌ]

୨. (ଫାରାସୀ - ମୋଜହ୍) ମୋଜା; ଗୋଡ଼ ମୁଣା —୨. Stocking.
୩. (ଫାରାସୀ - ମୌଜ୍) ଢେଉ —୩. Wave.