ମଉଜା

ଉଇକିଅଭିଧାନ‌ରୁ

ମଉଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (କଚିରିଆ) (ଆରବୀ - ମୌଜା)— ରାଜସ୍ୱ ଆଦାୟରଦ୍ୱାରା ନିମନ୍ତେ ଗୃହ ସମୂହର ବା ଭୂମି ସମୁହର ସମଷ୍ଟିଦ୍ୱାରା ଗଠିତ ଗ୍ରାମ —୧. A village, being the unit of some houses or plots, fixed for revenue purposes.

[ଦ୍ରଷ୍ଟବ୍ୟ — ଏଥିର ସାଙ୍କେତିକ ମୌ]

୨. (ଫାରାସୀ - ମୋଜହ୍) ମୋଜା; ଗୋଡ଼ ମୁଣା —୨. Stocking.
୩. (ଫାରାସୀ - ମୌଜ୍) ଢେଉ —୩. Wave.