ମଉଳାଶୁଭ

ଉଇକିଅଭିଧାନ‌ରୁ

ମଉଳାଶୁଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଉଳା ଶଶୁର, ମଳାଶୁର—ଅନ୍ୟରୂପ)

ମଉଳା ଶାଶୁ, ମଳାଶାଶୁସ୍ତ୍ରୀ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ମାତୁଳ ଓ ଶଶୁର)[ସମ୍ପାଦନା]

ମଳାଶୁର; ଅପଣା ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ମାତୁଳ — One's husband's or wife's maternal uncle.

[ଦ୍ରଷ୍ଟବ୍ୟ —ଆମ ସମାଜରେ ମଉଳାଶୁର ଓ ଭଣଜାବୋହୁ ପରସ୍ପର ମୁହଁ ଚାହିଁବାର ଓ ଅଇଣ୍ଠା ଛୁଇଁବାର ନିଷିଦ୍ଧ]