ମଉଳାଶୁଭ
ଦେଖଣା
ମଉଳାଶୁଭ
ଉଚ୍ଚାରଣ
[ସମ୍ପାଦନା](ମଉଳା ଶଶୁର, ମଳାଶୁର—ଅନ୍ୟରୂପ)
ମଉଳା ଶାଶୁ, ମଳାଶାଶୁସ୍ତ୍ରୀ
ଅନୁବାଦ
[ସମ୍ପାଦନା]ମଉଳାଶୁଭ
|
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ମାତୁଳ ଓ ଶଶୁର)
[ସମ୍ପାଦନା]ମଳାଶୁର; ଅପଣା ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ମାତୁଳ — One's husband's or wife's maternal uncle.
[ଦ୍ରଷ୍ଟବ୍ୟ —ଆମ ସମାଜରେ ମଉଳାଶୁର ଓ ଭଣଜାବୋହୁ ପରସ୍ପର ମୁହଁ ଚାହିଁବାର ଓ ଅଇଣ୍ଠା ଛୁଇଁବାର ନିଷିଦ୍ଧ]