ମକଦମା ଡିସ୍ମିସ୍
ଦେଖଣା
ମକଦମା ଡିସ୍ମିସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମକଦମା ଡିସ୍ମିସ୍
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ମୁକଦମା+ଇଂରାଜୀ - ଡ଼ିସ୍ମିସ୍)
[ସମ୍ପାଦନା]- ୧. ମକଦ୍ଦମାରେ ଏକ— ପକ୍ଷର ପରାଜୟ —୧. Defeat of one of the parties to a suit.
- ୨. ମକଦମାରେ ବାଦୀର ଦାବୀର ନାମଞ୍ଜୁରି — ୨. The dismissal of the plaintiff's claim.