ମକଦମା ଡିସ୍ମିସ୍

ଉଇକିଅଭିଧାନ‌ରୁ

ମକଦମା ଡିସ୍ମିସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ମୁକଦମା+ଇଂରାଜୀ - ଡ଼ିସ୍ମିସ୍)[ସମ୍ପାଦନା]

୧. ମକଦ୍ଦମାରେ ଏକ— ପକ୍ଷର ପରାଜୟ —୧. Defeat of one of the parties to a suit.
୨. ମକଦମାରେ ବାଦୀର ଦାବୀର ନାମଞ୍ଜୁରି — ୨. The dismissal of the plaintiff's claim.