ମଖିଚୋଷ୍
ଦେଖଣା
ମଖିଚୋଷ୍
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଯାଜପୁର) ବିଣ—(ତୁଳ. ହିନ୍ଦୀ - ମକ୍ଖୀଚୂସ)
[ସମ୍ପାଦନା]କୃପଣ —Miserly.
ମଖିଚୋଷ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ମକ୍ଷିକା= ମହୁମାଛି; ମହୁମାଛି ପରି ସଞ୍ଚୟପ୍ରିୟ; କିମ୍ୱା ଯେ ଘିଅରେ ପଡ଼ିଥିବା ମାଛିର ଦହିରୁ ଘିଅ ଶୋଷି ଖାଇବାକୁ ପ୍ରସ୍ତୁତ ଥାଏ)
[ସମ୍ପାଦନା]ଅତି କୃପଣ —Very miserly; niggardly.