ମଖିଚୋଷ୍
ମଖିଚୋଷ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେଶିକ - (ଯାଜପୁର) ବିଣ—(ତୁଳ. ହିନ୍ଦୀ - ମକ୍ଖୀଚୂସ)[ସମ୍ପାଦନା]
କୃପଣ —Miserly.
ମଖିଚୋଷ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ମକ୍ଷିକା= ମହୁମାଛି; ମହୁମାଛି ପରି ସଞ୍ଚୟପ୍ରିୟ; କିମ୍ୱା ଯେ ଘିଅରେ ପଡ଼ିଥିବା ମାଛିର ଦହିରୁ ଘିଅ ଶୋଷି ଖାଇବାକୁ ପ୍ରସ୍ତୁତ ଥାଏ)[ସମ୍ପାଦନା]
ଅତି କୃପଣ —Very miserly; niggardly.