ରଇ ଜଳିବା
ରଇ ଜଳିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ରଇ ଜଳିବା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଚିତାଗ୍ନିର ପ୍ରଜ୍ୱଳନ —୧. The burning of the funeral pyre.
- ୨. କାଠଗଦା ଜଳିବା —୨. The burning of a heap of wood.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ମନରେ (ଚିତାଗ୍ନିପରି) କ୍ରୋଧାଗ୍ନି ଜଳିବା — ୩. (figurative) The burning of a person with anger; a person becoming much enraged or exasperated.