ଲଇଁ
ଲଇଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଲଇଁଆ,ଲଇଁ ଲଇଁଆ(କା) ଅନ୍ୟ ବିଣରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ଅ.କ୍ରିୟାପଦ - (ସଂସ୍କୃତ - ନମ୍ ଧାତୁରୁ ଲଇଁବା କ୍ରିୟାର ଅସମାପିକାରୂପ)[ସମ୍ପାଦନା]
ନତ ହୋଇ; ନାଇଁ —Bending; stooping.
[ଉ— କରଯୋଡ଼ି ଲଇଁ ଜଣାଇଲା ବେଳେ କୁଣ୍ଡଳ କମ୍ପୁଥିଲା ତା ଗଣ୍ଡ ମଣ୍ଡଳେ କୃଷ୍ଣସିଂହ ମହାଭାରତ ଆଦି ]
ଦେଶଜ - ବିଶେଷଣ -[ସମ୍ପାଦନା]
ନତଶରୀର; ନତପୃଷ୍ଠ; କୁଜା —With a stooping body; hunch-backed; having the upper part of the body bent.