ଲଇଁ

ଉଇକିଅଭିଧାନ ରୁ
Jump to navigation Jump to search

ଲଇଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଲଇଁଆ,ଲଇଁ ଲଇଁଆ(କା) ଅନ୍ୟ ବିଣରୂପ

ଅନୁବାଦ[ସମ୍ପାଦନା]

ବୈଦେଶିକ - ଅ.କ୍ରିୟାପଦ - (ସଂସ୍କୃତ - ନମ୍ ଧାତୁରୁ ଲଇଁବା କ୍ରିୟାର ଅସମାପିକାରୂପ)[ସମ୍ପାଦନା]

ନତ ହୋଇ; ନାଇଁ —Bending; stooping.

[ଉ— କରଯୋଡ଼ି ଲଇଁ ଜଣାଇଲା ବେଳେ କୁଣ୍ଡଳ କମ୍ପୁଥିଲା ତା ଗଣ୍ଡ ମଣ୍ଡଳେ କୃଷ୍ଣସିଂହ ମହାଭାରତ ଆଦି ]

ଦେଶଜ - ବିଶେଷଣ -[ସମ୍ପାଦନା]

ନତଶରୀର; ନତପୃଷ୍ଠ; କୁଜା —With a stooping body; hunch-backed; having the upper part of the body bent.