ଲଇବେରୀ
ଦେଖଣା
ଲଇବେରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଲାଉବି(ବେ)ରୀ—ଗ୍ରାମ୍ୟରୂପ]
ବୈଦେଶିକ - ବି—(ଇଂ)
[ସମ୍ପାଦନା]ପୁସ୍ତକାଗାର; ପୁସ୍ତକ ଭଣ୍ଡାର — Library.
(ଦ୍ର—ସ୍ଥାନବିଶେଷରେ ଲାଇବ୍ରେରୀର ନାମ ଭିନ୍ନ ଭିନ୍ନ ହୋଇଥାଏ ଯଥା—ବାର୍ ଲାଇବ୍ରେରୀ; କଲେଜ୍ ଲାଇବ୍ରେରୀ; ଲୁ ଲାଇବ୍ରେରୀ, ହାଇକୋଟ ଲାଇବ୍ରେରୀ, ପବ୍ଲିକ୍ଲାଇବ୍ରେରୀ, ଟାଉନ୍ ଲାଇବ୍ରେରୀ; ଇତ୍ୟାଦି)