ଲଇବେରୀ

ଉଇକିଅଭିଧାନ‌ରୁ

ଲଇବେରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ଲାଉବି(ବେ)ରୀ—ଗ୍ରାମ୍ୟରୂପ]

ବୈଦେଶିକ - ବି—(ଇଂ)[ସମ୍ପାଦନା]

ପୁସ୍ତକାଗାର; ପୁସ୍ତକ ଭଣ୍ଡାର — Library.

(ଦ୍ର—ସ୍ଥାନବିଶେଷରେ ଲାଇବ୍ରେରୀର ନାମ ଭିନ୍ନ ଭିନ୍ନ ହୋଇଥାଏ ଯଥା—ବାର୍ ଲାଇବ୍ରେରୀ; କଲେଜ୍ ଲାଇବ୍ରେରୀ; ଲୁ ଲାଇବ୍ରେରୀ, ହାଇକୋଟ ଲାଇବ୍ରେରୀ, ପବ୍ଲିକ୍ଲାଇବ୍ରେରୀ, ଟାଉନ୍ ଲାଇବ୍ରେରୀ; ଇତ୍ୟାଦି)