ଲଇମେନ୍ସ

ଉଇକିଅଭିଧାନ‌ରୁ

ଲଇମେନ୍ସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ଲାଇସ(ସି.ସେ)ନ(ନି)—ଗ୍ରାମ୍ୟରୂପ]

ବୈଦେଶିକ - ବି—(ଇଂ)[ସମ୍ପାଦନା]

୧. କୌଣସି ବିଶିଷ୍ଟ କାର୍ଯ୍ୟ କରିବାକୁ ରାଜ ସରକାରଙ୍କ ବା କୌଣସି କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ଅନୁମତି — ୧. License pro-cured from the Government or from any other autho-rity.
୨. ରାଜ ସରକାରଙ୍କ ଅନୁମତି ପତ୍ର — ୨. A deed of license got from the Govern-ments.
୩. ଲାଇସେନ୍ସ ଫିସ୍ —୩. License fees.

[ଦ୍ରଷ୍ଟବ୍ୟ —ମାଦକ ଦ୍ରବ୍ୟାଦି ବିକ୍ରିକରିବା ପାଇଁ, ଭଡାଘରେ ଯାତ୍ରି ମାନଙ୍କୁ ଭଡାରେ ରଖାଇବାପାଇଁ, ଡଙ୍ଗାଦ୍ୱାରା ଲୋକଙ୍କୁ ନଈ ପାରି କରିବା ପାଇଁ ସରକାର ଲୋକଙ୍କ ଠାରୁ ଫିସ୍ ବା ଶୁକ୍ଲ ଗ୍ରହଣ କରି ଲାଇସେନ୍ସ୍ ବା ଅନୁମତିପତ୍ର ଦିଅନ୍ତି]