ଲଇମେନ୍ସ
ଦେଖଣା
ଲଇମେନ୍ସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଲାଇସ(ସି.ସେ)ନ(ନି)—ଗ୍ରାମ୍ୟରୂପ]
ବୈଦେଶିକ - ବି—(ଇଂ)
[ସମ୍ପାଦନା]- ୧. କୌଣସି ବିଶିଷ୍ଟ କାର୍ଯ୍ୟ କରିବାକୁ ରାଜ ସରକାରଙ୍କ ବା କୌଣସି କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ଅନୁମତି — ୧. License pro-cured from the Government or from any other autho-rity.
- ୨. ରାଜ ସରକାରଙ୍କ ଅନୁମତି ପତ୍ର — ୨. A deed of license got from the Govern-ments.
- ୩. ଲାଇସେନ୍ସ ଫିସ୍ —୩. License fees.
[ଦ୍ରଷ୍ଟବ୍ୟ —ମାଦକ ଦ୍ରବ୍ୟାଦି ବିକ୍ରିକରିବା ପାଇଁ, ଭଡାଘରେ ଯାତ୍ରି ମାନଙ୍କୁ ଭଡାରେ ରଖାଇବାପାଇଁ, ଡଙ୍ଗାଦ୍ୱାରା ଲୋକଙ୍କୁ ନଈ ପାରି କରିବା ପାଇଁ ସରକାର ଲୋକଙ୍କ ଠାରୁ ଫିସ୍ ବା ଶୁକ୍ଲ ଗ୍ରହଣ କରି ଲାଇସେନ୍ସ୍ ବା ଅନୁମତିପତ୍ର ଦିଅନ୍ତି]