ଲଉଡ଼ି
ଦେଖଣା
ଲଉଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—[ସଂସ୍କୃତ - ଲଗୁଡ଼; ଲଲୁଟ]
[ସମ୍ପାଦନା]- ୧. ନଉଡ଼ି [ଦେଖ] ୧. Nauṟḍ̠i (See)
[ଉ—ଋତୁମନ୍ତ ପରକୃତକୁ ଲଉଡ଼ି ଘେନି ଦିଏ ଗାଳି ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି]
- ୨. [ପ୍ରାଚୀନ ପ୍ରୟୋଗ]ଗୋରୁମାନଙ୍କ ସଂଖ୍ୟାବିଶେଷ; ଦଶ କୋଟି ଗୋରୁଙ୍କ ପଲ ବା ସମଷ୍ଟି —୨. A herd of a hundred million of cows.
[ଦ୍ରଷ୍ଟବ୍ୟ — —୧ ଗାଈ=୧ ଗୋଷ୍ଠ ୧ ଗୋଷ୍ଠ=୧ ପଲି ୧ ପଲି= ୧ ଲଉଡ଼ି ୧ ଲଉଡ଼ି=୧ ମହାଖୁଡ଼— ସାରଳାମହାଭାରତ]