ଲଉଡ଼ି

ଉଇକିଅଭିଧାନ‌ରୁ

ଲଉଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—[ସଂସ୍କୃତ - ଲଗୁଡ଼; ଲଲୁଟ][ସମ୍ପାଦନା]

୧. ନଉଡ଼ି [ଦେଖ] ୧. Nauṟḍ̠i (See)

[ଉ—ଋତୁମନ୍ତ ପରକୃତକୁ ଲଉଡ଼ି ଘେନି ଦିଏ ଗାଳି ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି]

୨. [ପ୍ରାଚୀନ ପ୍ରୟୋଗ]ଗୋରୁମାନଙ୍କ ସଂଖ୍ୟାବିଶେଷ; ଦଶ କୋଟି ଗୋରୁଙ୍କ ପଲ ବା ସମଷ୍ଟି —୨. A herd of a hundred million of cows.

[ଦ୍ରଷ୍ଟବ୍ୟ — —୧ ଗାଈ=୧ ଗୋଷ୍ଠ ୧ ଗୋଷ୍ଠ=୧ ପଲି ୧ ପଲି= ୧ ଲଉଡ଼ି ୧ ଲଉଡ଼ି=୧ ମହାଖୁଡ଼— ସାରଳାମହାଭାରତ]