ଲଖ୍ନଉ
ଲଖ୍ନଉ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଲକ୍ଷ୍ମୌ(କ୍ଷ୍ମୌ) ଲଖ୍ନୌ ଲଖ୍ମଉ ଲଖ୍ମୌ —ଅନ୍ୟରୂପ
ଅନୁବାଦ[ସମ୍ପାଦନା]
(ଲାଖ୍ଲିଉ, ଲଖ୍ନୋ[ନୁ]ର, ଲଖ୍ଲୋର୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଅଯୋଧ୍ୟାପ୍ରଦେଶସ୍ଥ ନଗର ବିଶେଷ— ଲକ୍ଷ୍ମୌ —୧. Lucknow in Oudh.
- ୨. କ୍ଷୁଦ୍ର ପକ୍ଷିବିଶେଷ —୨. A kind of small bird.
[ଦ୍ରଷ୍ଟବ୍ୟ —ଏ ଚଢ଼େଇ ଦେଖିବାକୁ ବାୟା ଚଢ଼େଇ ପରି, ଦେହ ନାଲି ଓ ତହିଁରେ ଧଳା ବନ୍ଦୁ— ମାନ ଥାଏ, ଲୋକେ ସଉକୀରେ ଏହାକୁ ପାଳନ୍ତି]