ଲଖ୍ନଉ
ଦେଖଣା
ଲଖ୍ନଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୌ(କ୍ଷ୍ମୌ) ଲଖ୍ନୌ ଲଖ୍ମଉ ଲଖ୍ମୌ —ଅନ୍ୟରୂପ
ଅନୁବାଦ
[ସମ୍ପାଦନା](ଲାଖ୍ଲିଉ, ଲଖ୍ନୋ[ନୁ]ର, ଲଖ୍ଲୋର୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଯୋଧ୍ୟାପ୍ରଦେଶସ୍ଥ ନଗର ବିଶେଷ— ଲକ୍ଷ୍ମୌ —୧. Lucknow in Oudh.
- ୨. କ୍ଷୁଦ୍ର ପକ୍ଷିବିଶେଷ —୨. A kind of small bird.
[ଦ୍ରଷ୍ଟବ୍ୟ —ଏ ଚଢ଼େଇ ଦେଖିବାକୁ ବାୟା ଚଢ଼େଇ ପରି, ଦେହ ନାଲି ଓ ତହିଁରେ ଧଳା ବନ୍ଦୁ— ମାନ ଥାଏ, ଲୋକେ ସଉକୀରେ ଏହାକୁ ପାଳନ୍ତି]