ଶକ୍ତି ଭୃତ୍
=== ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତି+ଭୃ ଧାତୁ+କର୍ତ୍ତୃ. କ୍ୱିପ୍)
ଶକ୍ତିଶାଳୀ —Powerful; energetic.
ଦେବତାଙ୍କ ସେନାପତି କାର୍ତ୍ତିକେୟ —Kārttikeya the commander-in-chief of the forces of the Gods.