ଶକ୍ତି ଭୃତ୍

ଉଇକିଅଭିଧାନ‌ରୁ

ଶକ୍ତି ଭୃତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତି+ଭୃ ଧାତୁ+କର୍ତ୍ତୃ. କ୍ୱିପ୍)

ଶକ୍ତିଶାଳୀ —Powerful; energetic.

ବିଶେଷ୍ୟ -[ସମ୍ପାଦନା]

ଦେବତାଙ୍କ ସେନାପତି କାର୍ତ୍ତିକେୟ —Kārttikeya the commander-in-chief of the forces of the Gods.