ଷଷ୍ଟି ହାୟକ
ଦେଖଣା
ଷଷ୍ଟି ହାୟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଷଷ୍ଟି=୬+ହାୟନ=ବର୍ଷ)
[ସମ୍ପାଦନା]- ୧. ୬ ବର୍ଷ — ୧. Sixty years.
- ୨. ଗଜ; ହସ୍ତୀ (ଏ ୬ ବର୍ଷରେ ଅର୍ଦ୍ଧ ଜୀବନ ଭୋଗ କରିବାରୁ ବା ପୂର୍ଣ୍ଣବୟସ୍କ ହେବାରୁ) —୨. Elephant.
- ୩. ଧାନ୍ୟ ବିଶେଷ —୩. A species of paddy.
[ଷଷ୍ଟିହାୟନା—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୬. ସଂଖ୍ୟକ ବର୍ଷ ବୟସ୍କ — Aged ୬୦ years.