ଷଷ୍ଟି ହାୟକ

ଉଇକିଅଭିଧାନ‌ରୁ

ଷଷ୍ଟି ହାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷଷ୍ଟି=୬+ହାୟନ=ବର୍ଷ)[ସମ୍ପାଦନା]

୧. ୬ ବର୍ଷ — ୧. Sixty years.
୨. ଗଜ; ହସ୍ତୀ (ଏ ୬ ବର୍ଷରେ ଅର୍ଦ୍ଧ ଜୀବନ ଭୋଗ କରିବାରୁ ବା ପୂର୍ଣ୍ଣବୟସ୍କ ହେବାରୁ) —୨. Elephant.
୩. ଧାନ୍ୟ ବିଶେଷ —୩. A species of paddy.
[ଷଷ୍ଟିହାୟନା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୬. ସଂଖ୍ୟକ ବର୍ଷ ବୟସ୍କ — Aged ୬୦ years.