ଷୋଡ଼ଶ
ଦେଖଣା
ଷୋଡ଼ଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଷଟ୍+ଦଶନ୍; ଷଟ୍ ଅଧିକ ଦଶ; ମ. ପ. ଲୋ. —କର୍ମଧା; ନିପାତନ; ଷୋଡଶନ୍ ଶବ୍ଦର ୧ମା. ୧ବ)
[ସମ୍ପାଦନା]- ୧. ଷୋଳ —୧. Sixteen.
- ୨. ଷୋଳ ଭାଗରୁ ଏକ ଭାଗ —୨. One sixteenth.
- ୩. ଷୋଡ଼ଶକ ଶ୍ରାଦ୍ଧର ୧୬:ଟି ବିଶେଷ ଉପକରଣ —୩. ୧୬ Specified materials necessary for a ṡrāddha.
[ଷୋଡଶା—ସ୍ତ୍ରୀ. ବିଣ]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଷୋଳ ସଂଖ୍ୟକ —୧. Numbering sixteen.
- ୨. (ଷୋଡଶନ୍+ଅ) ଷୋଳସଂଖ୍ୟାର ପୂରକ —୨. Sixteenth.