ଷୋଡ଼ଶ

ଉଇକିଅଭିଧାନ‌ରୁ

ଷୋଡ଼ଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଷଟ୍+ଦଶନ୍; ଷଟ୍ ଅଧିକ ଦଶ; ମ. ପ. ଲୋ. —କର୍ମଧା; ନିପାତନ; ଷୋଡଶନ୍ ଶବ୍ଦର ୧ମା. ୧ବ)[ସମ୍ପାଦନା]

୧. ଷୋଳ —୧. Sixteen.
୨. ଷୋଳ ଭାଗରୁ ଏକ ଭାଗ —୨. One sixteenth.
୩. ଷୋଡ଼ଶକ ଶ୍ରାଦ୍ଧର ୧୬:ଟି ବିଶେଷ ଉପକରଣ —୩. ୧୬ Specified materials necessary for a ṡrāddha.
[ଷୋଡଶା—ସ୍ତ୍ରୀ. ବିଣ] 

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଷୋଳ ସଂଖ୍ୟକ —୧. Numbering sixteen.
୨. (ଷୋଡଶନ୍+ଅ) ଷୋଳସଂଖ୍ୟାର ପୂରକ —୨. Sixteenth.