ସଂ
ଦେଖଣା
ସଂ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସାଙ୍କେତିକ)
[ସମ୍ପାଦନା]- ୧. ସଂସ୍କୃତ —୧. Abbreviation for 'Sanskrit'
- ୨. ସଂଜ୍ଞା —୨. Abbreviation for 'definition'
- ୩. ବିଶେଷ୍ୟ ପଦ —୩. Abbreviation for 'Noun'.
- ୪. (କଚିରିଆ ସାଂକେତିକ) ସବ୍ ଡିଭିଜନ୍ —୪. Abbreviation for Sub-divi-sion.
[ଦ୍ରଷ୍ଟବ୍ୟ —'ସମ୍' ଉପସର୍ଗଯୁକ୍ତ ସନ୍ଧିନିଷ୍ପନ୍ନ ସଂସ୍କୃତ ପଦମାନ 'ସଂ' ଓ 'ସଙ୍' ଆଦି ଯୁକ୍ତ ହୋଇ ଲେଖାଯାଏ; ଯଥା ===
ସଂକର ସଙ୍କର
ସଂକ୍ରମଣ ସଙ୍କ୍ରମଣ
ସଂକୁଳ ସଙ୍କୁଳ
ସଂଖ୍ୟାତ ସଙ୍ଖ୍ୟାତ
ସଂଗ୍ରହ ସଙ୍ଗ୍ରହ ଇତ୍ୟାଦି ]