ସଂ

ଉଇକିଅଭିଧାନ‌ରୁ

ସଂ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସାଙ୍କେତିକ)[ସମ୍ପାଦନା]

୧. ସଂସ୍କୃତ —୧. Abbreviation for 'Sanskrit'
୨. ସଂଜ୍ଞା —୨. Abbreviation for 'definition'
୩. ବିଶେଷ୍ୟ ପଦ —୩. Abbreviation for 'Noun'.
୪. (କଚିରିଆ ସାଂକେତିକ) ସବ୍ ଡିଭିଜନ୍ —୪. Abbreviation for Sub-divi-sion.

[ଦ୍ରଷ୍ଟବ୍ୟ —'ସମ୍' ଉପସର୍ଗଯୁକ୍ତ ସନ୍ଧିନିଷ୍ପନ୍ନ ସଂସ୍କୃତ ପଦମାନ 'ସଂ' ଓ 'ସଙ୍' ଆଦି ଯୁକ୍ତ ହୋଇ ଲେଖାଯାଏ; ଯଥା ===

ସଂକର ସଙ୍କର

ସଂକ୍ରମଣ ସଙ୍କ୍ରମଣ

ସଂକୁଳ ସଙ୍କୁଳ

ସଂଖ୍ୟାତ ସଙ୍ଖ୍ୟାତ

ସଂଗ୍ରହ ସଙ୍ଗ୍ରହ ଇତ୍ୟାଦି ]