Jump to content

ସଂକୋଚନୀ

ଉଇକିଅଭିଧାନ‌ରୁ

ସଂକୋଚନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସମ୍+କୁଚ ଧାତୁ ଣିଚ=କୁଚି ଧାତୁ+କର୍ତ୍ତୃ— ଅନ+ଈ)—(ବୈଦ୍ୟକ)

[ସମ୍ପାଦନା]

ଲକ୍ୱାଳୁ ଲତା; ଲାଜକୁଳୀ ଲତା —The mimosa creeper; Mimosa pudica.