ସଂକୋଚନୀ

ଉଇକିଅଭିଧାନ‌ରୁ

ସଂକୋଚନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସମ୍+କୁଚ ଧାତୁ ଣିଚ=କୁଚି ଧାତୁ+କର୍ତ୍ତୃ— ଅନ+ଈ)—(ବୈଦ୍ୟକ)[ସମ୍ପାଦନା]

ଲକ୍ୱାଳୁ ଲତା; ଲାଜକୁଳୀ ଲତା —The mimosa creeper; Mimosa pudica.