କ୍ଷତ୍ତ୍ର ବନ୍ଧୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତ୍ତ୍ର ବନ୍ଧୁ
ଉଚ୍ଚାରଣ: Kshattrabandhu

ସଂ. ବି. (କ୍ଷତ୍ତ୍ର+ବନ୍ଧୁ; ତୁଳ ବ୍ରହ୍ମବନ୍ଧୁ=ନିକୃଷ୍ଟ ବ୍ରାହ୍ମଣ) —

(କ୍ଷତ୍ରୀୟ ବେଶଧାରୀ) ଘୃଣୀତ କ୍ଷତ୍ରିୟ — ୧. A dispised Kshatriya.

୨: ନାମରେ କ୍ଷତ୍ରିୟ କିନ୍ତୁ କାର୍ୟ୍ୟରେ ନୁହେ — ୨. A nominal Kshatriya.