କ୍ଷତ୍ତ୍ର ବନ୍ଧୁ
ଦେଖଣା
କ୍ଷତ୍ତ୍ର ବନ୍ଧୁ —
ଉଚ୍ଚାରଣ: Kshattrabandhu
ସଂ. ବି. (କ୍ଷତ୍ତ୍ର+ବନ୍ଧୁ; ତୁଳ ବ୍ରହ୍ମବନ୍ଧୁ=ନିକୃଷ୍ଟ ବ୍ରାହ୍ମଣ) —
(କ୍ଷତ୍ରୀୟ ବେଶଧାରୀ) ଘୃଣୀତ କ୍ଷତ୍ରିୟ — ୧. A dispised Kshatriya.
୨: ନାମରେ କ୍ଷତ୍ରିୟ କିନ୍ତୁ କାର୍ୟ୍ୟରେ ନୁହେ — ୨. A nominal Kshatriya.