କ୍ଷିଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିଦ୍ର
ଉଚ୍ଚାରଣ: Kshidra

ସଂ. ବି. (କ୍ଷିଦ୍ ଧାତୁ+ର) —

୧: ରୋଗ —୧. Disease.

୨: ସୂର୍ଯ୍ୟ —୨. The sun.

୩: ଶୃଙ୍ଗ —୩. Horn (Apte).

ଗ୍ରା. ବିଣ. (ସଂ. କ୍ଷୁଦ୍ର) —

୧: କ୍ଷୁଦ୍ର; ଅତି ଛୋଟ — ୧. Very small; insignificant.

୨: ନୀଚ ବୃଦ୍ଧିରୁ ଉତ୍ପନ୍ନ ବା କଳ୍ପିତ (ବାକ୍ୟ ବା କର୍ମ) — ୨. (words or acts) Resulting from a mean mentality.