କ୍ଷିଦ୍ର
ଦେଖଣା
କ୍ଷିଦ୍ର —
ଉଚ୍ଚାରଣ: Kshidra
ସଂ. ବି. (କ୍ଷିଦ୍ ଧାତୁ+ର) —
୧: ରୋଗ —୧. Disease.
୨: ସୂର୍ଯ୍ୟ —୨. The sun.
୩: ଶୃଙ୍ଗ —୩. Horn (Apte).
ଗ୍ରା. ବିଣ. (ସଂ. କ୍ଷୁଦ୍ର) —
୧: କ୍ଷୁଦ୍ର; ଅତି ଛୋଟ — ୧. Very small; insignificant.
୨: ନୀଚ ବୃଦ୍ଧିରୁ ଉତ୍ପନ୍ନ ବା କଳ୍ପିତ (ବାକ୍ୟ ବା କର୍ମ) — ୨. (words or acts) Resulting from a mean mentality.