ଜ୍ଞାନସାଧନ
ଦେଖଣା
ଜ୍ଞାନସାଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ସାଧନ, ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଜ୍ଞାନ ଲାଭ — ୧. Attainment of knowledge.
- ୨. ଜ୍ଞାନ—ଲାଭରେ ସହାୟ — ୨. A help for the attainment of knowledge.
- ୩. ଇନ୍ଦ୍ରିୟ —୩. The senses.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯେ ଜ୍ଞାନଲାଭ କିରିବାରେ ସହାୟକ —Helpful towards the acquisition of knowledge.