ଜ୍ଞାନସାଧନ

ଉଇକିଅଭିଧାନ‌ରୁ

ଜ୍ଞାନସାଧନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ସାଧନ, ୬ଷ୍ଠୀ ତତ୍)[ସମ୍ପାଦନା]

୧. ଜ୍ଞାନ ଲାଭ — ୧. Attainment of knowledge.
୨. ଜ୍ଞାନ—ଲାଭରେ ସହାୟ — ୨. A help for the attainment of knowledge.
୩. ଇନ୍ଦ୍ରିୟ —୩. The senses.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଯେ ଜ୍ଞାନଲାଭ କିରିବାରେ ସହାୟକ —Helpful towards the acquisition of knowledge.