Jump to content

ଜ୍ଞାନସାଧନ

ଉଇକିଅଭିଧାନ‌ରୁ

ଜ୍ଞାନସାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ସାଧନ, ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଜ୍ଞାନ ଲାଭ — ୧. Attainment of knowledge.
୨. ଜ୍ଞାନ—ଲାଭରେ ସହାୟ — ୨. A help for the attainment of knowledge.
୩. ଇନ୍ଦ୍ରିୟ —୩. The senses.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେ ଜ୍ଞାନଲାଭ କିରିବାରେ ସହାୟକ —Helpful towards the acquisition of knowledge.