Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ମାର୍ଗ

ଉଇକିଅଭିଧାନ‌ରୁ

ମାର୍ଗ

ଉଚ୍ଚାରଣ

[ସମ୍ପାଦନା]
  • Duration: 2 seconds.(file)
  • Duration: 2 seconds.(file)

ସଂସ୍କୃତ - ବିଶେଷ୍ୟ - (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ)

[ସମ୍ପାଦନା]
୧. ପଥ; ବର୍ତ୍ତ୍ମ; ବାଟ —୧. Way; road; passage.
୨. (ମୃଜ୍ ଧାତୁ=ଶୁଦ୍ଧ କରିବା+କର୍ମ. ଅ)— ମଳଦ୍ୱାର; ଗୁହ୍ୟ; ପାୟୁ —୨. Anus.
୩. (ମାର୍ଗ ଧାତୁ=ଗମନ କରିବା; ଅନ୍ୱେଷଣ କରିବା+ଭାବ. ଅ) ଅନ୍ୱେଷଣ —୩. Searching.
୪. ଗବେଷଣା —୪. Enquiry.
୫. (ମୃଗ=ମୃଗଶିରା ନକ୍ଷତ୍ର+ ଯୁକ୍ତାର୍ଥେ. ଅ) ମୃଗଶିରା ନକ୍ଷତ୍ର ଯୁକ୍ତ ମାର୍ଗଶିର ମାସ — ୫. The month of Mārgaṡira.
୬. ମୃଗଶିରା ନକ୍ଷତ୍ର —୬. Name of the ୪th asterism.
୭. (ମୃଗ+ଜାତର୍ଥେ. ଅ) ମୃଗନାଭୀ; କସ୍ତୁରୀ — ୭. Musk.
୮. ବିଷ୍ଣୁ —୮. Bishṇu.
୯. କାଠକୁ କରତରେ ଚିରିବାବେଳେ କରତଦ୍ୱାରା କାଠରେ ଯେଉଁ ମାର୍ଗ ବା ଗାର ପଡ଼େ —୯. A line or mark left on a timver by the saw passing through it; the passage left by the saw along a timber.
୧. (ଲକ୍ଷଣାର୍ଥ) ମନୁଷ୍ୟର ଆଚରିତ ପନ୍ଥା —୧୦. (figurative) The way of one's conduct.
୧୧. ପ୍ରକାର; ନିର୍ଦ୍ଦିଷ୍ଟ ଉପାୟ —୧୧. Mode means.

[[]] ୧୨: ମାର୍ଗ ବିଦ୍ୟା ]] ୧ (ଦେଖ) - —୧୨. Mārga bidyā ୧ (See)

ବିଶେଷଣ - (ମୃଗ+ଅ)

[ସମ୍ପାଦନା]

ମୃଗ ସମ୍ୱନ୍ଧୀୟ —Relating to deer.