ମାର୍ଗ

ଉଇକିଅଭିଧାନ‌ରୁ

ମାର୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ)[ସମ୍ପାଦନା]

୧. ପଥ; ବର୍ତ୍ତ୍ମ; ବାଟ —୧. Way; road; passage.
୨. (ମୃଜ୍ ଧାତୁ=ଶୁଦ୍ଧ କରିବା+କର୍ମ. ଅ)— ମଳଦ୍ୱାର; ଗୁହ୍ୟ; ପାୟୁ —୨. Anus.
୩. (ମାର୍ଗ ଧାତୁ=ଗମନ କରିବା; ଅନ୍ୱେଷଣ କରିବା+ଭାବ. ଅ) ଅନ୍ୱେଷଣ —୩. Searching.
୪. ଗବେଷଣା —୪. Enquiry.
୫. (ମୃଗ=ମୃଗଶିରା ନକ୍ଷତ୍ର+ ଯୁକ୍ତାର୍ଥେ. ଅ) ମୃଗଶିରା ନକ୍ଷତ୍ର ଯୁକ୍ତ ମାର୍ଗଶିର ମାସ — ୫. The month of Mārgaṡira.
୬. ମୃଗଶିରା ନକ୍ଷତ୍ର —୬. Name of the ୪th asterism.
୭. (ମୃଗ+ଜାତର୍ଥେ. ଅ) ମୃଗନାଭୀ; କସ୍ତୁରୀ — ୭. Musk.
୮. ବିଷ୍ଣୁ —୮. Bishṇu.
୯. କାଠକୁ କରତରେ ଚିରିବାବେଳେ କରତଦ୍ୱାରା କାଠରେ ଯେଉଁ ମାର୍ଗ ବା ଗାର ପଡ଼େ —୯. A line or mark left on a timver by the saw passing through it; the passage left by the saw along a timber.
୧. (ଲକ୍ଷଣାର୍ଥ) ମନୁଷ୍ୟର ଆଚରିତ ପନ୍ଥା —୧୦. (figurative) The way of one's conduct.
୧୧. ପ୍ରକାର; ନିର୍ଦ୍ଦିଷ୍ଟ ଉପାୟ —୧୧. Mode means.

[[]] ୧୨: ମାର୍ଗ ବିଦ୍ୟା ]] ୧ (ଦେଖ) - —୧୨. Mārga bidyā ୧ (See)

ବିଶେଷଣ - (ମୃଗ+ଅ)[ସମ୍ପାଦନା]

ମୃଗ ସମ୍ୱନ୍ଧୀୟ —Relating to deer.