ମାର୍ଗ
ଦେଖଣା
ମାର୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ)
[ସମ୍ପାଦନା]- ୧. ପଥ; ବର୍ତ୍ତ୍ମ; ବାଟ —୧. Way; road; passage.
- ୨. (ମୃଜ୍ ଧାତୁ=ଶୁଦ୍ଧ କରିବା+କର୍ମ. ଅ)— ମଳଦ୍ୱାର; ଗୁହ୍ୟ; ପାୟୁ —୨. Anus.
- ୩. (ମାର୍ଗ ଧାତୁ=ଗମନ କରିବା; ଅନ୍ୱେଷଣ କରିବା+ଭାବ. ଅ) ଅନ୍ୱେଷଣ —୩. Searching.
- ୪. ଗବେଷଣା —୪. Enquiry.
- ୫. (ମୃଗ=ମୃଗଶିରା ନକ୍ଷତ୍ର+ ଯୁକ୍ତାର୍ଥେ. ଅ) ମୃଗଶିରା ନକ୍ଷତ୍ର ଯୁକ୍ତ ମାର୍ଗଶିର ମାସ — ୫. The month of Mārgaṡira.
- ୬. ମୃଗଶିରା ନକ୍ଷତ୍ର —୬. Name of the ୪th asterism.
- ୭. (ମୃଗ+ଜାତର୍ଥେ. ଅ) ମୃଗନାଭୀ; କସ୍ତୁରୀ — ୭. Musk.
- ୮. ବିଷ୍ଣୁ —୮. Bishṇu.
- ୯. କାଠକୁ କରତରେ ଚିରିବାବେଳେ କରତଦ୍ୱାରା କାଠରେ ଯେଉଁ ମାର୍ଗ ବା ଗାର ପଡ଼େ —୯. A line or mark left on a timver by the saw passing through it; the passage left by the saw along a timber.
- ୧. (ଲକ୍ଷଣାର୍ଥ) ମନୁଷ୍ୟର ଆଚରିତ ପନ୍ଥା —୧୦. (figurative) The way of one's conduct.
- ୧୧. ପ୍ରକାର; ନିର୍ଦ୍ଦିଷ୍ଟ ଉପାୟ —୧୧. Mode means.
[[]] ୧୨: ମାର୍ଗ ବିଦ୍ୟା ]] ୧ (ଦେଖ) - —୧୨. Mārga bidyā ୧ (See)
ବିଶେଷଣ - (ମୃଗ+ଅ)
[ସମ୍ପାଦନା]ମୃଗ ସମ୍ୱନ୍ଧୀୟ —Relating to deer.