ଥୋପା
ଦେଖଣା
ଥୋପା
ଉଚ୍ଚାରଣ
[ସମ୍ପାଦନା](ଥୋପି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଥୋପା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତବକ)
[ସମ୍ପାଦନା]- ୧. ସ୍ତବକ; ଗୁଚ୍ଛ — ୧. Bunch; cluster.
ଥୋପା ଥୋପା ଗଜ ମୁକ୍ତ ଗୁମ୍ଫିତ ରୁଚିରେ ଚିନ୍ତାମଣି. ବିକ୍ରମାଦିତ୍ୟ
- ୨. ପାଟଫୁଲି ଅଗରେ ଝୁଲାଯିବା ସୂତାର ଗୋଛା; ଫୁଲି; ଝୁମ୍ପା —୨. A tuft of thread attached to a dressing tape; a tassel.
- ୩. ପଥର ହାଣିବାର ଲୁହା ମୁଦ୍ଗର — ୩. Stone mason's iron hammer.
- ୪. (ସଂସ୍କୃତ - ସ୍ତୋକ) ଟୋପା; ଜଳାଦିର ବିନ୍ଦୁ — ୪. Drop of a liquid.
ଲୋଚନୂଁ ଲୋତକଦେବୀ ଟୋପା ଟୋପା ପଡ଼େ ପ୍ରାଚୀ. ରହସ୍ୟମଞ୍ଜରୀ
- ୫. ଅନ୍ୟ ବ୍ୟକ୍ତିର ମୁଣ୍ଡର ପଛରେ ମଝିଆଙ୍ଗୁଠିଦ୍ୱାରା ଆଘାତ — ୫. A stroke with the middle finger on the back of another's head.