ଥୋପା

ଉଇକିଅଭିଧାନ‌ରୁ

ଥୋପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥୋପି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତବକ)[ସମ୍ପାଦନା]

୧. ସ୍ତବକ; ଗୁଚ୍ଛ — ୧. Bunch; cluster.

ଥୋପା ଥୋପା ଗଜ ମୁକ୍ତ ଗୁମ୍ଫିତ ରୁଚିରେ ଚିନ୍ତାମଣି. ବିକ୍ରମାଦିତ୍ୟ

୨. ପାଟଫୁଲି ଅଗରେ ଝୁଲାଯିବା ସୂତାର ଗୋଛା; ଫୁଲି; ଝୁମ୍ପା —୨. A tuft of thread attached to a dressing tape; a tassel.
୩. ପଥର ହାଣିବାର ଲୁହା ମୁଦ୍ଗର — ୩. Stone mason's iron hammer.
୪. (ସଂସ୍କୃତ - ସ୍ତୋକ) ଟୋପା; ଜଳାଦିର ବିନ୍ଦୁ — ୪. Drop of a liquid.

ଲୋଚନୂଁ ଲୋତକଦେବୀ ଟୋପା ଟୋପା ପଡ଼େ ପ୍ରାଚୀ. ରହସ୍ୟମଞ୍ଜରୀ

୫. ଅନ୍ୟ ବ୍ୟକ୍ତିର ମୁଣ୍ଡର ପଛରେ ମଝିଆଙ୍ଗୁଠିଦ୍ୱାରା ଆଘାତ — ୫. A stroke with the middle finger on the back of another's head.